Monday, October 12, 2026
Home Uncategorized ଆନ୍ତର୍ଜାତିକ ମହିଳା ଦିବସ ପଳନ

ଆନ୍ତର୍ଜାତିକ ମହିଳା ଦିବସ ପଳନ

40

ସୁନ୍ଦରଗଡ,୮/୦୩(ଜିଲ୍ଲା ଖବର) : ସ୍ଥାନୀୟ କଂଗ୍ରେସ ଭବନ ଠାରେ ଆନ୍ତର୍ଜାତିକ ମହିଳା ଦିବସ ଜିଲ୍ଲା ସଭାନେତ୍ରୀ ସରୋଜିନୀ ବାଙ୍କରାଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ହୋଇଥିଲା ।ଉକ୍ତ ସଭାରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ରାଜକିଶୋର ଷଡଙ୍ଗୀ,ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ବିନିତା ନାଏକ,ପ୍ରଦେଶ ସେବାଦଳ ସମ୍ପାଦକ ମୁନୁସରାଫ,କାଳୀପଦ ସାମଲ, ଟାଉନ କଂଗ୍ରେସ ସଭାପତି ନେପାଲ ସାହୁ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲବର୍ଟ କିଣ୍ଡୋ ଶୁଭେନ୍ଦୁ ନାଏକ,ଦଶରଥ ବାଦି,ଅଞଳୀ ଏକା,ଶୁକଦେବ ବଢେଇ, ପ୍ରେମଶିଳା କୁଜୁର, ପାତ୍ରାଶ ତିର୍କୀ,ସୁନୀତା ଖାଖା ମିନତୀ ଖାଲକୋ ,ସାବିନା ଟପୋ,କୁନ୍ତୀ ଟପୋ,ମାଧୁରୀଏକା, ପ୍ରମିଳା ଏକା,ଗୋଦାବରୀ ଲାକରା, ଶିଶଓବା ଏକା,ତଥା ଜିଲ୍ଲାର ପ୍ରତେକ ବ୍ଳକ ର ସଭାପତି ତଥା ଶତାଧିକ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ।ରାଜକିଶୋର ଷଡଙ୍ଗୀ ତାଙ୍କ ବକ୍ତବ୍ଯ ରେ ମହିଳାମାନେ
ଦେଶର ମେରୁଦଣ୍ଡ କିନ୍ତୁ ଦୁଃଖର ବିଷୟ କେନ୍ଦ୍ର ତଥା ରାଜ୍ୟର ସରକାର ମହିଳାମାନଙ୍କୁ ସମ୍ମାନ ଦେଉନାହାନ୍ତି।

ବିଶ୍ବରଂଜନ ହୋତା, ସୁନ୍ଦରଗଡ଼