
ଓଡ଼ିଆ ସ୍ଵାଭିମାନର ପ୍ରତୀକ, ଆଧୁନିକ ଓଡ଼ିଶାର ସ୍ରଷ୍ଟା, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଦେଶର ସ୍ଵାଧୀନତାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ। ତାଙ୍କ ଓଡ଼ିଆ ସ୍ଵାଭିମାନ, ରାଜନୈତିକ ମୂଲ୍ୟବୋଧ ଓ ନୀତିଆଦର୍ଶକୁ ପାଥେୟ କରି ନୂଆ ଓଡ଼ିଶା ଗଠନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।
ରୀପୋର୍ଟ,ସଞ୍ଜୀବ କୁମାର



