Home ଆଞ୍ଚଳିକ CSA ଦୁରା House of Love Orphanage ରେ ସ୍ୱାସ୍ଥ୍ୟ ଶିବିର

CSA ଦୁରା House of Love Orphanage ରେ ସ୍ୱାସ୍ଥ୍ୟ ଶିବିର

59

ବାଲିଗୁଡା,୨୮/୦୨{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜ଼ିଲା ବାଲିଗୁଡା ବ୍ଲକ ର ବାରଖାମ ଗ୍ରାମରେ Living Stone Ministry ଅନୁଷ୍ଠାନ ଜରିଆରେ House of Love Orphanage ପରିଚାଳିତ ହେଉଅଛି। ଏହି ଶିଶୁ ଯତ୍ନ ଅନୁଷ୍ଠାନ ରେ ଅନାଥ , ବେସାହାରା ଏବଂ ସି.ଏନ.ସି.ପି. ପିଲାମାନେ ରହି ପାଠ ପଡନ୍ତି ଓ ଅନିନ୍ୟା ତାଲିମ ପାଇବା ସହିତ ନିଜର ଜୀବନ କୁ ଗଠନ କରନ୍ତି। ଆଜି ଏହି House of Love ଶିଶୁ ଯତ୍ନ ଅନୁଷ୍ଠାନରେ CSA ଅନୁଷ୍ଠାନ ଦୁରା ସ୍ୱାସ୍ଥ୍ୟ ଶିବିର କରାଯାଇ ଥିଲା । ଏହି ଶିବିର ରେ DR ଅରବିନ୍ଦ ଖୁଣ୍ଟିଆ ଗୋଟି ଗୋଟି ପିଲାମାନଙ୍କୁ ଚିକିତ୍ସା କରିଥିଲେ ଏବଂ ଓଷଧ ପ୍ରଦାନ କରିଥିଲେ । CSA Pragram Officer ଜୋଜାତି ସତପତି ସମସ୍ତ କାର୍ଯ୍ୟ ଅତି ଉତ୍ତମ ଭାବରେ କରିଥିଲେ। ସର୍ବ ଶେଷରେ LSM ଅନୁଷ୍ଠାନର ସଂପାଦକ CSA ଅନୁଷ୍ଠାନକୁ CSAର ବାଲିଗୁଡା ଉପଖଣ୍ଡ pragram ଅଫିସର ଯଯାତି ସତପତିକୁଂ ଓ ଡ଼ାକ୍ତରକୁ ବାବୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେ ।