Thursday, November 12, 2026
Home ଆଞ୍ଚଳିକ ଆଶା ପ୍ଲେ ସ୍କୁଲର ୨୧ତମ ବାର୍ଷିକ ଉତ୍ସବ

ଆଶା ପ୍ଲେ ସ୍କୁଲର ୨୧ତମ ବାର୍ଷିକ ଉତ୍ସବ

27

ଖୋର୍ଦ୍ଧା,୨୭/୦୨(ଜିଲ୍ଲା ଖବର) : ଆଶା ପ୍ଲେ ସ୍କୁଲର ୨୧ତମ ବାର୍ଷିକ ଉତ୍ସବ ଜଟଣୀ ହରିଭାଇନା ଛକ ସ୍ଥିତ ସ୍କୁଲ ପରିସରରେ ନିଡାମ୍ବର ଭାବେ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ରୂପେ ଡାକ୍ତର କୃଷ୍ଣ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ଦିବାକର ମଙ୍ଗରାଜ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ତଥା ବଡ଼ ଖବର ଚ୍ୟାନେଲ ର ସାମ୍ବାଦିକ ଅମରେଶ ରାଉତରାୟ, ନାଟ୍ୟକାର ତଥା ଧରିତ୍ରୀ ର ସାମ୍ବାଦିକ ରବୀନ୍ଦ୍ରନାଥ ମହାକୁଡ଼ ଯୋଗଦେଇଥିଲେ । ସ୍କୁଲର ପ୍ରତିଷ୍ଠାତାପ୍ରଦୀପ୍ତ ଶତପଥୀ ସଭା ପରିଚାଳନା କରିଥିଲେ। ସ୍କୁଲର ଅଧ୍ୟକ୍ଷା ବିଜୟିନୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ। ସ୍କୁଲ ର ଶିକ୍ଷୟୀତ୍ରୀ ଇଲା ସାମନ୍ତରାୟ, ଜୟଲଷ୍ମୀ କାନୁନଗୋ, ଦୀପ୍ତିମୟୀ ମଙ୍ଗରାଜ, ପୂଜା ସାମନ୍ତରାୟ ସଭା ପରିଚାଳନା କରିଥିଲେ।
ରୀପୋର୍ଟ,ସଞ୍ଜୀବ କୁମାର