Home ଆଞ୍ଚଳିକ କୋରାପୁଟ ନାରାୟଣପାଟଣାରୁ ବିପୁଳ ପରିମାଣ ବିସ୍ଫୋରକ ଜବତ

କୋରାପୁଟ ନାରାୟଣପାଟଣାରୁ ବିପୁଳ ପରିମାଣ ବିସ୍ଫୋରକ ଜବତ

21

କୋରାପୁଟ ୨୭/୦୨/୨୧ (ଜିଲ୍ଲା ଖଵର) :  କୋରାପୁଟ ନାରାୟଣପାଟଣାରୁ ବିପୁଳ ପରିମାଣ ବିସ୍ଫୋରକ ଜବତ ।  ପିଣ୍ଟାପଦର ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ । କମ୍ବିଂ ଅପରେସନ ବେଳେ ଜବତ କଲେ ବିଏସଏଫ୍ ଯବାନ । ବଡ ଧରଣର ଅଘଟଣରୁ ବର୍ତ୍ତିଗଲେ ବିଏସଏଫ୍ ଯବାନ । ସୂଚନାନୁସାରେ, ୬୦ଟି ଜିଲେଟିନ୍, ୫୦ଟି ଇଲେକ୍ଟ୍ରି ଡିଟୋନେଟର ଜବତ ହୋଇଛି । ଏହାସହ ୩୦ ଆଇରନ୍ ପେଲେଟ୍, ବିଦ୍ୟୁତ୍ ତାର ସହ୨.୫ କେଜି ଗନ ପାଉଡର ଜବତ ହୋଇଛି ।