
ହିଞ୍ଜିଳିକାଟୁ,୨୬/୦୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ହିଂଜିଳି ସ୍ୱାୟମ ଶାସିତ ବିଜ୍ଞାନ ମହା ବିଦ୍ୟାଳୟ ରେ ବାଣିଜ୍ୟ ବିଭାଗରେ ସାମିନାର ଅନୁଷ୍ଠିତ ହୋଇଛି ଏଥିରେ ଅଧ୍ୟାପକDr ଲଳିତ ମୋହନ ପଟନାୟକ, dr ପ୍ରଫୁଲ କୁମାର ରଥ, ଅଜିତ କୁମାର ପାତ୍ର, ସୁଭଦର୍ଶିନୀ ପ୍ରଧାନ, ସାଇଲଷ୍ମୀ ଆମ୍ବତୀ, ଜ୍ୟୋତିର୍ମୟୀ ଖୁଣ୍ଟିୟା, dr ନିହାରିକା ପାଢ଼ୀ, ରୁବିନା କୁମାରୀ ପାଢ଼ୀ, ବର୍ଷାରାଣୀ ପାତ୍ର, ଯୋଗଦାଇଥିଲେ ଏବଂ ଶିବା ପାତ୍ର ସୁମନ ସାହୁ ଶ୍ରୀକାନ୍ତ ମୁନି ସୋନାଲି ବେହରା ଜସ୍ମିନ ସାହୁ ରଚନା ଚୌଧୁରୀ ବହୁତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲା
ରଜନୀକାନ୍ତ ପାତ୍ର ହିଂଜିଳି କାଟୁ





