Friday, November 13, 2026
Home ଆଞ୍ଚଳିକ ହିଂଜିଳି କାଟୁ ଓକିଲ ସଂଘର ନିର୍ବାଚନ ଅଧିକାରୀ ଚୟନ

ହିଂଜିଳି କାଟୁ ଓକିଲ ସଂଘର ନିର୍ବାଚନ ଅଧିକାରୀ ଚୟନ

21

ହିଞ୍ଜିଳିକାଟୁ,୨୬/୦୨(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ଓକିଲ ସଙ୍ଘ ର ବୈଠକ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତ ଙ୍କ ଅଧ୍ୟକ୍ଷତା ରେ ସଙ୍ଘ କାଯ୍ୟଳୟ ରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ବାର କାଉନସିଲ ର ନିଦେଶ କ୍ରମେ ନିର୍ବାଚନ ଅଧିକାରୀ ରୂପେ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଙ୍କୁ ନିଯୁକ୍ତି କରାଗଲା ଏଂବ 2020 – 2021ର  ଅଡିଟ  ନିମନ୍ତେ ବଂଶୀଧର ସାହୁ ଓ ଶିବରାମ ପଣ୍ଡା ଙ୍କୁ ନିଯୁକ୍ତି କରାଗଲା ତତ ସଙ୍ଗେ ସଙ୍ଗେ ସଙ୍ଘ ର ଉନ୍ନତି ନିମନ୍ତେ ଆଲୋଚନା କରାଯାଇଥିଲା ଆଜିର ବୈଠକ ରେ ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ ଉପସଭାପତି ଉପେନ୍ଦ୍ର ପଣ୍ଡା  ବରିଷ୍ଠ ଆଇନଜୀବି ମୁକ୍ତିରମ ସାବତ ଜଗତ ମୋହନ ସାହୁ ରାମଚନ୍ଦ୍ର ମହାପାତ୍ର ତ୍ରିମଲରାଓ ପାତ୍ର ସାନ୍ତୁନ କୁମାର ପୋଲାଇ ପ୍ରଭାତ କୁମାର ସାହୁ ମାନସ ରଞ୍ଜନ ପାଢ଼ୀ ପ୍ରୋମଦ କୁମାର ଦଳାଇ ମହେନ୍ଦ୍ର କୁମାର ପାତ୍ର ରଞ୍ଜୀତ କୁମାର ପାଢ଼ୀ ଲୋକନାଥ ସାହୁ  ବିବେକାନନ୍ଦ ସେଠି   ସମେତ ସଙ୍ଘ ର ସମସ୍ତ ସଦସ୍ୟ ଆଲୋଚନା ରେ ଭାଗ ନେଇଥିଲେ 

ରଜନୀକାନ୍ତ ପାତ୍ର ହିଂଜିଳି କାଟୁ