Monday, October 19, 2026
Home ଜିଲ୍ଲା ଶନିବାର ଓ ରବିବାର ବନ୍ଦ ରହିପାରେ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ

ଶନିବାର ଓ ରବିବାର ବନ୍ଦ ରହିପାରେ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ

14

ପୁରୀ ୨୬/୦୨/୨୧ (ଜିଲ୍ଲା ଖବର) : କରୋନା ସଂକ୍ରମଣ ରୋକିବା ପାଇଁ ଶନିବାର ଓ ରବିବାର ବନ୍ଦ ରହିପାରେ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା । ବିଭିନ୍ନ ମହଲରୁ ମତାମତ ଲୋଡୁଛି ଜିଲ୍ଲା ପ୍ରଶାସନ। ଶନିବାର ଓ ରବିବାର ଭକ୍ତଙ୍କ ସଂଖ୍ୟା ଅଧିକ ହେଉଥିବାରୁ ସଂକ୍ରମଣ ଏଡାଇବା ପାଇଁ ବନ୍ଦ ହୋଇପାରେ ଶ୍ରୀମନ୍ଦିର । ଖୁବଶୀଘ୍ର ଏହା ବାବଦରେ ହୋଇପାରେ ଚୂଡାନ୍ତ ନିଷ୍ପତ୍ତି। ଏନେଇ ସରକାରୀ ସ୍ତରରେ ଆଲୋଚନା ହେଉଥିବା ସୂଚନା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ।