Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ଟିକା ନେଲେ ବିଏମସି କମିଶନର

ଟିକା ନେଲେ ବିଏମସି କମିଶନର

10

ଭୁବନେଶ୍ୱର ୨୫/୦୨/୨୧ (ଜିଲ୍ଲା ଖବର) : ଟିକା ନେଲେ ବିଏମସି କମିଶନର । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୂରୀ । ସେପଟେ ରାଜ୍ୟରେ କରୋନା ସଂକ୍ରମଣର ୨ୟ ଲହରୀକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ନିଆଯାଇଛି ।ଭୁବନେଶ୍ୱର ବିମାନବନ୍ଦରରେ ବିଏମସି ପକ୍ଷରୁ ଟେଷ୍ଟିଂ ସେଣ୍ଟର କରାଯାଇଛି । ଏୟାରପୋର୍ଟ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବ । କରୋନା ଟେଷ୍ଟିଂ ବାଧ୍ୟତାମୂଳକ ନୁହେଁ । ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ ଦେଖାଯାଏ । ତେବେ ସେମାନଙ୍କର ଟେଷ୍ଟ ବାଧ୍ୟତାମୂଳକ କରାଯିବ ।