Thursday, October 15, 2026
Home ଅପରାଧ ରାଜଧାନୀରେ 6 ବର୍ଷର ଶିଶୁ ନିଖୋଜ, ଲିଙ୍ଗରାଜ ଥାନାରେ ଅଭିଯୋଗ

ରାଜଧାନୀରେ 6 ବର୍ଷର ଶିଶୁ ନିଖୋଜ, ଲିଙ୍ଗରାଜ ଥାନାରେ ଅଭିଯୋଗ

13

ଭୁବନେଶ୍ଵର ୨୫/୦୨/୨୧ (ଜିଲ୍ଲା ଖବର) : ରାଜଧାନୀରେ 6ବର୍ଷର ଶିଶୁ ନିଖୋଜ। ଏ ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଶିଶୁର ନାମ ଭଗବାନ ନାୟକ। ଶିଶୁର ବାପାଙ୍କ ନାମ ସନ୍ତୋଷ ନାୟକ ଓ ମାଙ୍କ ନାମ ମାମି ନାୟକ ।ବଢ଼େଇ ବାଙ୍କ ଛକ ନିକଟରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। କାମ କରିବା ବେଳେ କଣ୍ଟ୍ରାକ୍ଟର ପିଲାକୁ ନେଇ ଯାଇଥିବା ଅଭିଯୋଗ ହେଉଛି । କଣ୍ଟ୍ରାକ୍ଟରର ନା ଆନା ବୋଲି ପରିବାର ଲୋକେ କହୁଛନ୍ତି।