
ଖୋର୍ଦ୍ଧା,୨୩/୦୨(ଜିଲ୍ଲା ଖବର) : ଆଜି ସନ୍ଧ୍ୟା 06 ଘଂଟିକା ସମୟରେ ସ୍ଥାନୀୟ ଜଟଣୀ ଜେ. ଏମ. ଏଫ. ସି କୋଟ୍ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି ଉପଯୁକ୍ତ ସଭାରେ ସଙ୍ଘର ସଭାପତି ଶ୍ରୀ ସାନୁଜ କୁମାର ମିଶ୍ର ସଭାପତିତ୍ୱ କରିଥିଲେ ସଙ୍ଘର ସମ୍ପାଦକ ଶ୍ରୀ ସଂଜୟ କୁମାର ମହାପାତ୍ର ଓଡିଶା ଷ୍ଟେଟ ବାର କାଉନସିଲର ଗାଇଡ଼ଲାଇନ ମୁତାବିକ ସଙ୍ଘର 2001-2022ନିର୍ବାଚନ ପରିଚାଳନା କରିବା ନିମନ୍ତେ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଲେ ସମ୍ପଦଙ୍କ ପ୍ରସ୍ତାବ କ୍ରମେ
ଶ୍ରୀ ଅକ୍ଷାଂସୁ ଶେଖର ନାୟକ ଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚନ ଅଧିକାରୀ ରୂପେ ନିଯୁକ୍ତି କରାଗଲା ।
ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର




