Thursday, November 12, 2026
Home ଆଞ୍ଚଳିକ ଯୋଦ୍ଧା”ସମ୍ମାନ କାର୍ଯ୍ୟକ୍ରମ କ୍ୟାପିଟାଲ ହସ୍ପିଟାଲର ପରିସର

ଯୋଦ୍ଧା”ସମ୍ମାନ କାର୍ଯ୍ୟକ୍ରମ କ୍ୟାପିଟାଲ ହସ୍ପିଟାଲର ପରିସର

27

ଭୁବନେଶ୍ୱର,୨୩/୦୨(ଜିଲ୍ଲା ଖବର) :ପବ୍ଲିକ ରାଇଟ୍ସ ଆସୋସିଏସନ୍ ଓଡିଶା ଓ ଗାଡ଼ି ପରିଚାଳନା ମହାସଂଘର ମିଳିତ ଆନୁକୁଲ୍ୟରେ “କୋରୋନା ଯୋଦ୍ଧା”ସମ୍ମାନ କାର୍ଯ୍ୟକ୍ରମ କ୍ୟାପିଟାଲ ହସ୍ପିଟାଲର ପରିସର ସମ୍ମିଳନୀ ଗୃହରେ ମହାସଚିବ ଡକ୍ଟର ଭବାନୀଶଙ୍କର ଦାସ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା.ମୁଖ୍ୟ ଅତିଥି ,ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମଧ୍ୟ ବିଧାୟକ,ଉତ୍ତର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଏବଂ ଶ୍ରୀଯୁକ୍ତ ସୁଶାନ୍ତ ରାଉତ ମହୋଦୟ ସମ୍ବର୍ଦ୍ଧିତ କରିଥିଲେ ଡାକ୍ତର, ଆଇନଜୀବୀ,ସମାଜସେବୀ, ପାରମେଡିକଲ୍ ଷ୍ଟାଫ, ସେକୁରିଟି ଅଧିକାରୀ ମାନଙ୍କୁ…..। କାର୍ଯ୍ୟକ୍ରମ ଟି ସଫଳୀତ ହୋଇ ଥିବାରୁ ଆନ୍ତରିକ ଧନ୍ୟବାଦ୍ ଜଣାଉଛୁ ମାନ୍ୟବର ୨ ବିଧାୟକ ମହୋଦୟଙ୍କୁ,ମହାସଚିବ ଡକ୍ଟର ଭବାନୀ ଶଙ୍କର ଦାସ ,ସୁଶିଲ କାସ୍ତ୍,ସୁମନ୍ତ ରାଉତ,ଅକ୍ଷୟ ପତି,ପ୍ରମୋଦ ରାଉତ,ବାସୁଦେବ ସେଠୀ,ଅନାଥ ପଟ୍ଟନାୟକ,ହାବିବୁର ରେହେମାନ୍,ସଞ୍ଜୀବ କୁମାର,ଶଙ୍କର ପ୍ରଧାନ,ଦୁଷ୍ମନ୍ତ କୁମାର ଜେନା, ଏବଂ ଉପସ୍ଥିତି ଥିବା ସମସ୍ତ ସଦସ୍ୟ ଏବଂ ସଦସ୍ୟା ମାନଙ୍କୁ……।

ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର