
ଭୁବନେଶ୍ୱର ,୨୩/୦୨(ଜିଲ୍ଲା ଖବର) : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମହୋଦୟ ଙ୍କୁ ଏବଂ ସମାଜସେବୀ ଓ ଆଇନଜୀବୀ ମହୋଦୟ ଙ୍କୁ କରୋନା ଯୋଦ୍ଧା ସମ୍ମାନ ପୁରସ୍କାର ଦିଆଯାଇଛି,ଜନ ଅଧିକାର ସଙ୍ଗ ଓଡ଼ିଶା ଶାଖା ପକ୍ଷରୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଭୁବନେଶ୍ୱର ବିଧାୟକ ମହୋଦୟ ଶ୍ରୀ ଯୁକ୍ତ ଅନନ୍ତ ନାରାୟଣ ଜେନା ମହୋଦୟ,
ନାରୀ ଶକ୍ତି ସବୁବେଳେ ଆଗରେ ଆଜି ପ୍ରମାଣିତ କରିଦେଇଛନ୍ତି ଜନ ଅଧିକାର ସଙ୍ଗ ଓଡ଼ିଶା ଶାଖା ର ଉପ ସଭାପତି ମହୋଦୟା ଶ୍ରୀ ସତୀ ଜ୍ୟୋତି ମୟୀ ପଣ୍ଡା ,ଖୋର୍ଦ୍ଧା ଜିଲ୍ଲାର ଜନ ଅଧିକାର ସଙ୍ଗ ର ସଭାପତି ମହୋଦୟ ସଞ୍ଜିବ କୁମାର ଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ, ହଵିଵୁର ରେହେମାନ ମହୋଦୟ ବାସୁଦେବ ସେଠୀ ଅନାଥ ପଟ୍ଟନାୟକ ମହୋଦୟ ସମେତ ସମସ୍ତ ଭାଇ ଭଉଣୀ ଉପସ୍ଥିତ ଥିଲେ ଜନ ଅଧିକାର ସଙ୍ଗ ଓଡ଼ିଶା ଶାଖା ପକ୍ଷରୁ ।
ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର



