Sunday, November 15, 2026
Home ଆଞ୍ଚଳିକ ଶିକ୍ଷାନୁଷ୍ଠାନରେ କୋରୋନା ନିୟମ କଡ଼ାକଡ଼ି

ଶିକ୍ଷାନୁଷ୍ଠାନରେ କୋରୋନା ନିୟମ କଡ଼ାକଡ଼ି

19

୨୨/୦୨/୨୧ (ଜିଲ୍ଲା ଖବର): ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି, ସବୁ ଶିକ୍ଷାନୁଷ୍ଠାନରେ କୋରୋନା ନିୟମ କଡ଼ାକଡ଼ି ପାଳନ କର, ସ୍କୁଲରେ ମାସ୍କ ଓ ସାମାଜିକ ଦୂରତା ନିୟମ ପାଳନ ସୁନିଶ୍ଚିତ କର, ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ମନା, ନିର୍ଦେଶକୁ ଗୁରୁତ୍ବର ସହ ନେବାକୁ DEOମାନଙ୍କୁ କଡ଼ା ନିର୍ଦେଶ |