
ଖୋର୍ଦ୍ଧା,୧୮/୦୨(ଜିଲ୍ଲା ଖବର) : କୃଷି ଆଇନ ବିରୁଧରେ ଚାଷୀ ସଂଘର ପୂର୍ବ ନିଷ୍ପତ୍ତି ଅନୁସାରେ ଦେଶବ୍ୟାପୀ ରେଳରୋକ ଆନ୍ଦୋଳନ କରଯାଇଛି । କୃଷକ ସଂଗଠନର ନେତୃତ୍ବ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଏହି ଆନ୍ଦୋଳନରେ ଚାଷୀମନେ ଶାମିଲ ହାଇଥିଲେ । ଚାଷୀଙ୍କ ଦାବି ପୂରଣ ପ୍ରାଇଭେଟ ମଣ୍ଡି ଆଇନ, ଚୁକ୍ତି ଚାଷ ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ଓ ବର୍ଦ୍ଧିତ ବିଦ୍ୟୁତ ବିଲ ପ୍ରତ୍ୟାହାର ଦାବିରେ ସାରାଭାରତ ରେଳରୋକ ଆନ୍ଦୋଳନ କରାଯାଇଛି l ଏନେଇ ରେଳବାଇ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


