
ଚନ୍ଦ୍ରପୁର ୧୮/୨(କୈଳାସ ମାଳବିଶୋଈ) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସଦମହକୁମାରେ ଠାରେ Anm ରହିବା ନିମନ୍ତେ ଆରଡି ତରଫରୁ ଦୀର୍ଘ ୩/୪ ବର୍ଷ କାମସାରିଯାଇଛ । କିନ୍ତୁ କୋଣସି ଲୋକ ସେଠାରେ ରହୁନାହାନ୍ତି । ଯାହରି ଫଳରେ ରାମପୁର, ମନ୍ଦିର ସାହି, ଲିଙ୍ଗରାଜ ସାହି, ଗୁଞ୍ଜୁମେରା ର ଗର୍ଭବତୀ ମହିଳା , ପାଞ୍ଚବର୍ଷ ବୟସରୁ କମ ପିଲାମାନଙ୍କୁ ପୋଲିଓ ଟିକା ଦେବା ନିମନ୍ତେ ପ୍ରାୟ (୧) କିଲୋମଟରରୁ ଅଧିକ ଚନ୍ଦ୍ରପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଚାଲିଚାଲି ଆଣି ଥାନ୍ତି । ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ରେ ନିର୍ମିତ Anm ଗୃହ ଟି ଭୂତ କୋଠି ପାଲଟିଛି ।ଯଦି Anm ରହୁନାହାନ୍ତି ଗୃହ ନିର୍ମାଣ କରାଯାଇଛି କାହାପାଇଁ ? ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଗୃହ ନିର୍ମାଣ କରାଯାଇଛି କଣ ଭୂତକୋଠି ହୋଇ ପଡ଼ିରହିବାପାଇଁ ? ଅଣୁ ଉପରିସ୍ଥ ଅଧିକାରୀ ଏହି Anm ଗୃହ ପ୍ରତି ଦୃଷ୍ଟୀ ଆକର୍ଷଣ କରି ଗର୍ବ ବତୀ ମହିଳା ମାନଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ନିବେଦନ କରିଛନ୍ତି ।





