Sunday, November 15, 2026
Home ଆଞ୍ଚଳିକ ବାଲିଗୁଡା ଏବଂ ତୁମୁଡିବନ୍ଧ ଠାରେ ଥିବା ଆର.ଜେ ଏଜୁକେସନାଲ ଇନଷ୍ଟୁଟ ରେ ଆଜି ମାଂ ସରସ୍ବତୀ...

ବାଲିଗୁଡା ଏବଂ ତୁମୁଡିବନ୍ଧ ଠାରେ ଥିବା ଆର.ଜେ ଏଜୁକେସନାଲ ଇନଷ୍ଟୁଟ ରେ ଆଜି ମାଂ ସରସ୍ବତୀ ଦେବୀଙ୍କ ପୂଜା

34

ବାଲିଗୁଡା,୧୬/୦୨{ ସୁକାନ୍ତ କୁମାର ତ୍ରିପାଠୀ } : ବାଲିଗୁଡା ଏବଂ ତୁମୁଡିବନ୍ଧ ଠାରେ ଥିବା ଆର.ଜେ ଏଜୁକେସନାଲ ଇନଷ୍ଟୁଟ ରେ ଆଜି ମାଂ ସରସ୍ବତୀ ଦେବୀ ଙ୍କର ପୂଜାଅର୍ଚନା ହୋଇଥିଲା |ସଭାପତି ଶ୍ରୀ ଅଭିଜୀତ ମିଶ୍ର ଙ୍କ ନେତୃତ୍ୱରେ କରୋନା କଟକଣା ମଧ୍ୟରେ ପୂଜା ସମ୍ପର୍ଣ୍ଣ ହୋଇଯାଇଛି | ଏହି ପୂଜା କାର୍ଯ୍ୟରେ ଅନୁଷ୍ଠାନ ର ଶିକ୍ଷକ ଓ ଶିକ୍ଷୟତ୍ରୀ କିଛି ପିଲାମାନେ ଉପସ୍ଥିତ ରହିଥିଲେ ଓ ଅଭିଜୀତ ମିଶ୍ର ଙ୍କୁ ସହଯୋଗ କରିଥିଲେ |