Sunday, November 15, 2026
Home ଆଞ୍ଚଳିକ ପଞ୍ଚାୟତକୁ ଏକ ନମ୍ବର କରିବାକୁ ଯୋଜନା ରଖିଛନ୍ତି ସରପଞ୍ଚ

ପଞ୍ଚାୟତକୁ ଏକ ନମ୍ବର କରିବାକୁ ଯୋଜନା ରଖିଛନ୍ତି ସରପଞ୍ଚ

24

ଜଟଣୀ,୧୬/୦୨(ଜିଲ୍ଲା ଖବର) : ଖୋର୍ଦ୍ଧା ଜ଼ିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ କୁସୁମାଟି ଛଣଘର ପଞ୍ଚାୟତ ର ସରପଞ୍ଚ ସୁନୀଲ ରାଉତରାୟ ଆଜି ପବିତ୍ର ଶ୍ରୀ ପଞ୍ଚମୀରେ ତାଙ୍କ ପଞ୍ଚାୟତର ଉନ୍ନତି ଉଦେଶ୍ୟରେ ବିଭିନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଉନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ଏହି ପରିପେକ୍ଷୀରେ ଜଟଣୀ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ଗୁଡିକୁ ଉଦଘାଟନ କରିଥିଲେ. ଏହିଠାରେ ସରପଞ୍ଚ ତାଙ୍କ ପଞ୍ଚାୟତକୁ ଏକନମ୍ବର ଭାବେ ଘଡ଼ି ତୋଳିବାକୁ ପଞ୍ଚାୟତବାସୀଙ୍କୁ ପ୍ରତିଶୃତି ଦେଇଥିଲେ ।