
ହିଞ୍ଜିଳିକାଟୁ,୧୪/୨(ଜିଲ୍ଲା ଖବର) : ପୁଲବାମା ଆକ୍ରମଣରେ ଶହୀଦ ହୋଇଥିବା ଭାରତୀୟ ଯବାନ ମାନଙ୍କ ଉଦ୍ଦେଶ୍ୟରେ ତ୍ରିରଙ୍ଗା ସେବା ସଂଘ ତରଫରୁ ସମୂହ ଦୀପ ଦାନ ଓ ସାମୁହିକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ବସ ଷ୍ଟାଣ୍ଡ ଠାରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଶିବଶମ୍ଭୁ ଗୌଡ଼, ହର ପ୍ରସାଦ ସ୍ୱାଇଁ, ବସନ୍ତ ପାଢ଼ୀ, ଲଷ୍ମୀ ନାରାୟଣ ପଟ୍ଟନାୟକ, ବିମ୍ବାଧର ସାହୁ, ସରୋଜ ପାତ୍ର ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ନିଳାଞ୍ଚଳ ମୁନୀ,ପୁରୁଷୋତ୍ତମ ମଲ୍ଲ, ରୁଦ୍ରକ୍ଷ ବାଡ଼ତ୍ୟା ,କାହ୍ନୁ ଗୌଡ଼ ,ବଳରାମ ପାତ୍ର ,ଅନାଦି ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଚାଳନ ରେ ସହଯୋଗ କରିଥିଲା ବେଳେ ସଙ୍ଘ ସଭାପତି ରଂଜନ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ହିଂଜିଳି କାଟୁ ରଜନୀକାନ୍ତ ପାତ୍ର


