
ବିଷମକଟକ,{ପ୍ରସନ ପଣ୍ଡା}: ରାୟଗଡା ଜିଲ୍ଲା ବିଷମକଟକ Block ର ଓଡିଶା ଖଦି ଗ୍ରାମୋଦ୍ୟୋଗ ବୋର୍ଡ ର ନୂତନ ସଭ୍ୟ ଭାବେ ପୁନର୍ବାର ଆମ ରାୟଗଡ଼ା ଜିଲ୍ଲାରୁ ଯୁଗ୍ମ ସମ୍ପାଦକ ରାଜ୍ୟ ବିଜୁ ଜନତା ଦଳ ଓଡ଼ିଶା ଶ୍ରୀପୃଥ୍ୱୀରାଜ ସାହୁ ମନୋନୀତ ହୋଇଥିବାରୁ ଆମ ରାୟଗଡ଼ା ଜିଲ୍ଲା ବାସୀ ଙ୍କ ଦୁଇପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସହିତ ଶୁଭକାମନା ଜଣାଉଛୁ।



