Thursday, November 12, 2026
Home ଜିଲ୍ଲା ଖୋର୍ଦ୍ଧା “ପ୍ରତିଶ୍ରୁତି” ପରିବାର ଆନୁକୂଲ୍ୟରେ “ମାତୃ ପିତୃ ପୂଜନ” କାର୍ଯ୍ୟକ୍ରମ ଅନୁଷ୍ଠିତ

“ପ୍ରତିଶ୍ରୁତି” ପରିବାର ଆନୁକୂଲ୍ୟରେ “ମାତୃ ପିତୃ ପୂଜନ” କାର୍ଯ୍ୟକ୍ରମ ଅନୁଷ୍ଠିତ

30

ଖୋର୍ଦ୍ଧା,{ସଞ୍ଜୀବ କୁମାର}: ରବିବାର ଦିନ ଗୀତାଭବନ ସମ୍ମୁଖ ପଡିଆ ରେ “ପ୍ରତିଶ୍ରୁତି” ପରିବାର ଆନୁକୂଲ୍ୟରେ “ମାତୃ ପିତୃ ପୂଜନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ସମାଜ ସଂସ୍କାରକ ତଥା କଥାକାର ଶ୍ରୀଯୁକ୍ତ ବିରେନ୍ଦ୍ର ପଣ୍ଡା ମହୋଦୟ ଯୋଗଦାନ କରି ଶିକ୍ଷଣୀୟ ଓ ସଂସ୍କାରଯୁକ୍ତ ବିଷୟ ଉପସ୍ଥାପନ କରିଥିଲେ।