
ଖୋର୍ଦ୍ଧା,୧୦/୨{ସଞ୍ଜୀବ କୁମାର}:୧୯୮୩ ମଶିହା ବ୍ୟାଚ ର ପୋଲିସ ଅଧିକାରୀ ଭାବେ ସମାଜ ସେବା କରିବାକୁ ଆଗେଇ ଆସିଥିବା ଶ୍ରୀ ରାଜ କିଶୋର ଡୋରା ପ୍ରଥମେ ସମ୍ବଲପୁର ଠାରୁ ତାଙ୍କର କାର୍ଯ୍ୟକୁ ଆରମ୍ଭ କରିଥିଲେ ଏବଂ ସୁଚାରୁ ରୂପେ ତୁଲାଇ ଆସିଛନ୍ତି ! ସମାଜ ସେବା ତାଙ୍କର ମୂଳ ଲକ୍ଷ୍ୟ ! କାର୍ଯ୍ୟ ଭାର ସମ୍ଭାଳିଥିବା ଅଂଚଳରୁ ପ୍ରଥମେ କ୍ରାଇମ କିପରି ଲୋପ ହେବ ସେ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ।
ଖୋର୍ଦ୍ଧା କାର୍ଯ୍ୟାଳୟରେ ପାଦ ଦେବା ପରେ ପ୍ରଥମେ କ୍ରାଇମ :-ମହିଳା ଓ ଶିଶୁ , ନିଶା କାରବାର , ପଥର ମାଫିଆ, ଏବଂ ଜନ ସାଧାରଣଙ୍କ ପ୍ରତି ଅଧିକ ନଜର ଦେବେ ଯେପରି କି ଜନସାଧାରଣ ସୁବିଧାରେ ଚଳପ୍ରଚଳ କରିପାରିବେ ସେଥି ପ୍ରତି ଅଧିକ ଧ୍ୟାନ ଦେବେ ବୋଲି ପ୍ରକାଶ କରିଛନ୍ତି ! ଏହା ପୂର୍ବରୁ କଟକ କ୍ରାଇମ୍ ବ୍ରାଞ୍ଚରେ ଅଡିସନାଲ ଏସପି ଭାବରେ କାର୍ଯ୍ୟରତ ଥିଲେ ,ପ୍ରମୋଶନ ହୋଇ ଆଜି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଛନ୍ତି !



