
ଗାଙ୍ଗପୁର,୯/୦୨(ଜିଲ୍ଲା ଖବର) : ଗାଙ୍ଗପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ 605 ଲିଟର ମଦ,2500 ଲିଟର ମେଲାସିସ ସମେତ ଦୁଇଗୋଟି ମୋଟର ସାଇକେଲ ଜବତ କରିବା ସହିତ ଦୁଇଜଣଙ୍କୁ ଗୀରଫ କରିଛି।କୁଲାଙ୍ଗି ଗ୍ରାମ ଠାରେ ଉକ୍ତ ମଦ ପ୍ରସ୍ତୁତ ହେଉଥିବା ବେଳେ ଅବକାରୀ ଚଢାଉ ହୋଇଥିଲା।ଏହି ଘଟଣାକୁ ନେଇ ଗାଙ୍ଗପୁର ପୁଲିସ ଦୁଇଟି କେସ ରୁଜୁ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଥିବା ଜଣାପଡିଛି।



