Tuesday, November 17, 2026
Home ଜିଲ୍ଲା କନ୍ଧମାଳ ବିଧାୟକଙ୍କ ଦ୍ୱାରା ପୋଲିସ ବିଟ ଗୃହ ଉଦଘାଟନ

ବିଧାୟକଙ୍କ ଦ୍ୱାରା ପୋଲିସ ବିଟ ଗୃହ ଉଦଘାଟନ

72

ବାଲିଗୁଡା,[ସୁକାନ୍ତ କୁମାର ତ୍ରିପାଠୀ]:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିଗୁଡ଼ା ବସଷ୍ଟାଣ୍ଡ ଠାରେ ଦିନ 11.00 ଘଣ୍ଟ ସମୟରେ ପୋଲିସ ବିଟ ଗୃହ ଉଦଘାଟନ ହୋଇଯାଇଛି |

ଏହି ଉଦଘାଟନ ସମାରୋହରେ ମୁଖ୍ୟଅତିଥି ଭାବେ ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁର, କନ୍ଧମାଳ ଆରକ୍ଷଣ ଅଧ୍ୟକ୍ଷ ବିନୀତ ଅଗ୍ରୱାଲ, ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର,ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ ପୁଜାହାରୀ,ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ନଗର ଅଧକ୍ଷ ସୁଜିତ କୁମାର ପାଳ,ବାଲିଗୁଡ଼ା ନଗର ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ,ପୋଲିସ କର୍ମଚାରୀ, ସାମ୍ବାଦିକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ |