
ଚନ୍ଦ୍ରପୁର,{କୈଳାସ ମାଲବିଶୋଇ}: ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଡୁବାଲି ପଞ୍ଚାୟତ ଜାରପା ଶିବ ମନ୍ଦିର ରେ ବିଜେଡି ସାଙ୍ଗଠନିକ କାର୍ଯ୍ୟକ୍ରମ ତଥା କର୍ମୀ ସମ୍ବିଲାନି ଓ ଏକ ବିରାଟ ମିର୍ଷଣ ପର୍ବ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ସଞ୍ଜିତା ପ୍ରତିଙ୍ଗା ଙ୍କ ଅଧକ୍ଷ ତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣୁପୁର ବିଧାୟକ ଶ୍ରୀ ରଘନାଥ ଗମାଙ୍ଗ ରାଜ୍ୟ ବିଜୁ ସୋଷ୍ଟ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର ଦାସ ସମ୍ପାଦକ ଗଗନ ଆଚାର୍ଯ୍ୟ ବ୍ଲକ ବିଜେଡି ସଭାପତି ଚିତ୍ତରଂଜନ ନାଲା ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ସୁଜିତ ବ୍ରେଡେକା, ମଙ୍ଗଳା ଡିବାକା, କାଉମୁନି, ଦୀନବନ୍ଧୁ ଗେଜରାଙ୍ଗା, ପୁର୍ବତନ ବିଜେଡି ସଭାପତି ପ୍ରମୋଦ ସାହୁକାର ପ୍ରମୁଖ ଯୋଗଦେଇଥିଲେ ।
ବିଜେଡିର ଏହି ମିଳନ ଉତ୍ସବରେ ନବୀନ ପଟ୍ଟନାୟକଙ୍କ ସଛ ସାସନରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳରୁ ୭୦ ରୁ ଉର୍ଦ୍ଧ କର୍ମୀ ମାନେ ବିଜେଡି ଦଳ ପ୍ରତି ଆକୃଷ୍ଟ ହୋଇ ଯୋଗଦାନ କରିଥିଲେ। ଏହି ନୂତନ ସଭ୍ୟଙ୍କୁ ଦଳର ବିଧାକ, ଜିଲ୍ଲା ସଭପତି ଫୁଲ ତୋଡା ଓ ଦଳର ଉପଚାର ଦେଇ ସ୍ସୁଗତ କରିଥିଲେ। ଏହି ନୂତନ ସଭ୍ୟ ମାନଙ୍କ ଯୋଗଦାନ କରିବା ଦ୍ଵାରା ଚନ୍ଦ୍ରପୁର ପଞ୍ଚାୟତ ରେ ଆହୁରି ଅଧିକ ସୁଦୃଢ ହେବ ବୋଲି ଗୁଣୁପୁର ବିଧାୟକ ଓ ଜିଲ୍ଲା ସଭପତି କହିଛନ୍ତି । ଏହି ବିଜେଡି ମିଳନ ପର୍ବ ଅନୁଷ୍ଠିତ ସମାରୁହାରେ ଚନ୍ଦ୍ରପୁର ବ୍ଲକ ର ବହୁବିଜେଡି କର୍ମୀ ମାନେ ଯୋଗଦେଇ ଥିଲେ।



