Tuesday, November 17, 2026
Home ଆଞ୍ଚଳିକ ଆମ ପୋଲିସ ସମିତି ଗାଙ୍ଗପୁର ଆନୁକୂଲ୍ୟରେ ସଡ଼କ ସଚେତନ କାର୍ଯ୍ୟକ୍ରମ

ଆମ ପୋଲିସ ସମିତି ଗାଙ୍ଗପୁର ଆନୁକୂଲ୍ୟରେ ସଡ଼କ ସଚେତନ କାର୍ଯ୍ୟକ୍ରମ

19

ଗାଙ୍ଗପୁର: ଗଞ୍ଜାମ ଜିଲ୍ଲା କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମାହାବିଦ୍ୟାଳୟ ଠାରେ ଆମ ପୋଲିସ ସମିତି ଗାଙ୍ଗପୁର ଥାନା ଆନୁକୂଲ୍ୟରେ ବତିଶ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମାହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ପ୍ରିନ୍ସପଲ ସୁକାନ୍ତ ମହାନ୍ତି ମୋହଦୟ, ଅଧ୍ୟାପକ ବି. ଗୋବିନ୍ଦ ରାଓ, କପିଳ ସାହୁ ଙ୍କ ସହ ଗାଙ୍ଗପୁର ଥାନା ଅଧିକାରୀ ଉପସ୍ଥିତ ରହି ଲୋକମାନଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇ ଥିଲେ l ଟ୍ରାଫିକ ନିୟମ ପାଳନ କରୁଥିବା ଗାଡି ଚାଳକ ମାନଙ୍କୁ ଗୋଲାପ ଦେଇ ସମ୍ବଦ୍ଧନା ଜଣା ଯାଇଥିଲା l