Sunday, November 15, 2026
Home ଜିଲ୍ଲା ପଦ୍ମପୁର ବ୍ଲକ୍ ର ଖ ଯୋନରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରଥୀ ପତ୍ର ଦାଖଲ

ପଦ୍ମପୁର ବ୍ଲକ୍ ର ଖ ଯୋନରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରଥୀ ପତ୍ର ଦାଖଲ

24

ବିଷମକଟକ,[ପ୍ରସନ କୁମାର ପଣ୍ଡା]: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ ର (ଖ) ଜୋନ ର ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ବିଜେଡି ଦଳର ପ୍ରାର୍ଥୀ ଭାବେ ଶ୍ରୀ କରୁଣାକର ଶବର ଗୁଣୁପୁର,ଉପ ଜିଲ୍ଲାପାଳ ଙ୍କ ଠାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ, ରାୟଗଡ଼ା ବିଜୁ ଛାତ୍ରଜନତା ଦଳ ସଭାପତି ପିଙ୍କୁ ପଣ୍ଡା, ବ୍ଳକ ବିଜେଡି ସଭାପତି ରବିନାରାୟଣ ଆଚାର୍ଯ୍ୟ ଓ ବ୍ଳକ ଅଧ୍ୟକ୍ଷ ରମାକାନ୍ତ ମାଝୀ ଙ୍କର ଗହଣରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।