
ହାଟମୁନିଗୁଡା,[ପ୍ରସନ କୁମାର ପଣ୍ଡା]: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ହାଟମୁନିଗୁଡା ପଚାୟତ ରେ ପିସି କାରବାର ଠାରୁ ଆରମ୍ଭ କରି ଡାଇନିଂ ହଲ ର ନିମ୍ନମାନର କାମ ହୋଇଛି। ପୁରୁଣା କୋଠା ଉପରେ ତିଆରି ହୋଇଥିବା ନୂତନ କୋଠା ଦର୍ଶାଇ ଟଙ୍କା ହଳପ ଅଭିଯୋଗ। 500000 ଟଙ୍କା ଅଟକଲର ଡାଇନିଂ ହଲ ହାଟମୁନିଗୁଡା ପି ଇ ଓ ଏବଂ ହାଟମୁନିଗୁଡା ଜି ଆର ଏସ୍ ସେହି କାମ କରୁଛନ୍ତି।
ଜଣେ ସରକାରୀ କର୍ମଚାରୀ ହୋଇ କିପରି ନିଜେ କାର୍ଯ୍ୟ କରୁଛନ୍ତି।ଏହା ନିହାତି ତଦନ୍ତ ସାପେକ୍ଷ। ଏବଂ ପ୍ରଥମେ ଫଳକ ଲାଗିବା କଥା ଏ ପର୍ଯ୍ୟନ୍ତ କୈଣସି ଫଳକ ଲାଗି ନାହିଁ।
2002 ମସିହାରେ କୈଣସି କାରଣ ରୁ ସିଜ୍ କରା ଯାଇ ଥିବା ଟିଣ କିପରି କଢା ହୋଇଛି ଯଦି ଟିଣ କଢା ହୋଇନ ଥାଏ ତେବେ କହା ଅନୁମତି ରେ ସିଜ୍ ହୋଇଥିବା ଗୋଦାମ ଗୃହ ଚାବି କଢା ଯାଇଥିଲା ବିନା ବିଡ଼ିଓ କ ଉପସ୍ଥିତ ରେ କଢା ଯାଇ ପରିବ ନାହିଁ। ହାଟମୁନିଗୁଡା ପଚାୟତ ଦୁର୍ନୀତି ବାରମ୍ବାର ଖବର ପ୍ରଶାରଣ ହେବା ପରେ କାହିଁକି ଚୁପ୍ ବସିଛନ୍ତି ଜିଲ୍ଲା ପ୍ରଶାସନ ବୋଲି ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ଚାଲିଛି।





