Thursday, October 15, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ସଭାପତି ଚୟନ

କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ସଭାପତି ଚୟନ

64

କନ୍ଧମାଳ, ୦୧/୧୦(ପ୍ରଶାନ୍ତ କୁମାର ନାୟକ) : କେ. ନୂଆଗାଁ ବ୍ଲକର ବିଜେଡି ବ୍ଲକ ସଭାପତି ବାସୁଦେବ ପଣ୍ଡାଓ ତୁମୁଡିବନ୍ଧ ବ୍ଲକର ପ୍ରମୋଦ କୁମାର ସାହୁଙ୍କୁ ସାଂସଦ ପ୍ରତିନିଧି ଭାବେ ଚୟନ କରିଥିବାରୁ କନ୍ଧମାଳ ସାଂସଦଶ୍ରୀ ଡାକ୍ତର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେବାସହ କୃତଜ୍ଞତା ଜଣାଇଥିଲେ I

କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ସଭାପତି ଚୟନ

ଆଜି ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କୃଷ୍ଣ ମୋହନ ପାଣିଗ୍ରାହୀ ଓ ବ୍ଲକ ଅଧକ୍ଷା ଶ୍ରୀମତୀ ସୁଲୋଚନା ଦଳବେହେରା ଓ ବିଜେଡିର ବରିଷ୍ଠ କର୍ମୀଙ୍କ ସହମିଶି ନୂଆଗାଁ ବିଡ଼ିଓଙ୍କୁ ଚିଠି ଦେଇଥିବା ସହ ତୁମୁଡିବନ୍ଧ ବିଡ଼ିଓଙ୍କୁ ମଧ୍ୟ୍ୟ ଦିଆଯାଇଥିଲା