Friday, November 13, 2026
Home ଆଞ୍ଚଳିକ ଭଞ୍ଜନଗର ଆଜି ସକାଳୁ ଦେଖି ବାକୁ ମିଳିଛି ଥଣ୍ଡା ଶୀତ ର ପ୍ରକୋପ ସହିତ ଘନ...

ଭଞ୍ଜନଗର ଆଜି ସକାଳୁ ଦେଖି ବାକୁ ମିଳିଛି ଥଣ୍ଡା ଶୀତ ର ପ୍ରକୋପ ସହିତ ଘନ କୁହୁଡି

24

ଭଞ୍ଜନଗର, [ବବି ରଥ]: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏବଂ ଏହାର ପାଖା ପାଖି ଅଞ୍ଚଳ ଆଜି ସକାଳୁ ଦେଖି ବାକୁ ମିଳିଛି ଥଣ୍ଡା ଶୀତ ର ପ୍ରକୋପ ସହିତ ଘନ କୁହୁଡି ର ବାତାବରଣ | ଲୋକେ ନିଜ ଜୀବିକା ପାଇଁ ଗଲା ସମୟରେ ବହୁତ ଅସୁବିଧା ର ସମୁଖୀନ ହେବାକୁ ପଡୁଥିଲା | ଯାହାହଉନା କାହିଁ ପ୍ରକୃତି ର ଏହି ପରିବେଶ କାହାକୁ ମନ ମହୁଥିଲା ତ କାହାକୁ ଜୀବନ ଜୀବିକା ରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା |