Thursday, November 12, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ: ପୁଣି ମାତିଲେ ମାଓବାଦୀ; ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା

କନ୍ଧମାଳ: ପୁଣି ମାତିଲେ ମାଓବାଦୀ; ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା

111
bangle hunt

ବାଲିଗୁଡା,{ସୁକାନ୍ତ କୁମାର ତ୍ରିପାଠୀ}: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଭଣ୍ଡ୍ରଙ୍ଗି ପଞ୍ଚାୟତ ରେ ପୋଲିସ ଇନ୍ଫର୍ମର ବୋଲି ଦୁଇ ଜଣ ଙ୍କୁ ମାଓବାଦୀ ହତ୍ୟା କରିଥିବା ସୁଚନା ମିଳିଛି। ବିଳମ୍ବିତ ରାତିରେ ଗୋଛାପଡ଼ା ଗ୍ରାମ ର ହେମନ୍ତ ପାତ୍ର ଙ୍କୁ ହାତ ଗୋଡ ବାନ୍ଧି ଗୁଳି କରି ହତ୍ୟା କରିଥିବା

ବେଳେ ଭଣ୍ଡ୍ରଙ୍ଗି ଗ୍ରାମ ର ଭବାନୀ ଶଙ୍କର ପାତ୍ର କୁ ଦଉଡ଼ି ରେ ଫାସି ଦେଇ ହତ୍ୟା କରିଥିବା ସୁଚନା ମିଳିଛି। ଦୁଇ ଜଣ ଙ୍କୁ ଘରୁ ଡାକି ଆଣି ଗ୍ରାମ ବାସି ଙ୍କ ଉପସ୍ଥିତି ରେ ହତ୍ୟା କରିବା ସହ ଘଟଣା ସ୍ଥଳରେ ମାଓ ପୋଷ୍ଟର ଛାଡି ଯାଇଛନ୍ତି।