Thursday, November 12, 2026
Home ଆଞ୍ଚଳିକ ଭଞ୍ଜନଗର: ଶ୍ରୀରାମଙ୍କ ଭବ୍ୟମନ୍ଦିର ଅଯୋଧ୍ୟା ନିମନ୍ତେ ନିଧି ଯୋଗାଣ କାର୍ଯ୍ୟକ୍ରମ

ଭଞ୍ଜନଗର: ଶ୍ରୀରାମଙ୍କ ଭବ୍ୟମନ୍ଦିର ଅଯୋଧ୍ୟା ନିମନ୍ତେ ନିଧି ଯୋଗାଣ କାର୍ଯ୍ୟକ୍ରମ

15

ଭଞ୍ଜନଗର,[ବବି ରଥ] : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଏବଂ ଏହାର ପାଖା ପାଖି ଅଞ୍ଚଳ ତରଫରୁ କାଯ୍ୟରତ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟା ନିମନ୍ତେ ନିଧି ଯୋଗାଣ କାର୍ଯ୍ୟକ୍ରମ ର ମଙ୍ଗ ସ୍ଥାନୀୟ ଆଇନଜୀବୀ, ସ୍ୱଛାସେବୀ ଏବଂ ବୁଦ୍ଧିଜୀବୀଙ୍କ ସମେତ ସମସ୍ତ ଶ୍ରୀରାମ ପ୍ରେମି ଭକ୍ତଙ୍କୁ ନେଇ ଏହି କାଯ୍ୟକ୍ରମର ମଙ୍ଗ ସ୍ୱୟଂ ଭଗବାନ ନେଇ ଥିବାରୁ ସମସ୍ତଙ୍କ ମନ ଖୁସି ହବାସହ ସପୂର୍ଣ ଜନସାଧାରଣଙ୍କ ସହଯୋଗ ଦେଖିବାକୁ ମିଳୁଛି | ସମସ୍ତଙ୍କ ମୁହଁରେ ସେହି ଗୋଟିଏ ଚିନ୍ତାଧାରା ପାରିଲିକ୍ଷିତ ହଉଛି ଯେ ଜୀବ ବଞ୍ଚି ଥିଲା ଭିତରେ ଯଦି ଭଗବାନଙ୍କ ମନ୍ଦିର କାମ ହୋଇ ଯାଆନ୍ତା ତେବେ ଏଆଖି ଦେଖି ବାର ସୁଯୋଗ ପାଇଁ ପାରନ୍ତା |