ସଙ୍ଗଠିତ ଗ୍ୟାଙ୍ଗର ୫ଜଣ ଅପରାଧୀଙ୍କୁ ଚାଉଳିଆଗଞ୍ଜ ପୋଲିସଦ୍ୱାରା ଗିରଫ

11
dcpc

କଟକ,(ଏସ ଏମ ପି): ପାରାଦୀପ ରୋଡ଼ରେ ପ୍ରତ୍ୟେହ ଯାତ୍ରା କରୁଥିବା ମାଛ ପରିବହନକାରୀ ଗଡ଼ିଠାରୁ ବିଦ୍ୟାଧରପୁର ନିକଟରେ ଡକାୟତି ଯୋଜନା କରୁଥିବା ଏକ ସଙ୍ଗଠିତ ଗ୍ୟାଙ୍ଗର ୫ଜଣ ଅପରାଧୀଙ୍କୁ ଚାଉଳିଆଗଞ୍ଜ ପୋଲିସଦ୍ୱାରା ଗିରଫ କରାଯିବାସହିତ ସେମାନଙ୍କଠାରୁ ଏକ ଦେଶୀବନ୍ଧୁକ, ଜୀବନ୍ତଗୁଳି,ଭୁଜାଲି,ଗାଡି, ମୋବାଇଲଫୋନ ଇତ୍ୟାଦି ଜବତ କରାଯାଇ ତଦନ୍ତ ଜାରିରହିଛି I