
ବ୍ରହ୍ମପୁର,[କୁନା ମିଶ୍ର]:ଗୋପାଳପୁର ହୋଟେଲରେ ଜଣେ କଲିକତାର ବେଥଲ ସ୍ବାମପାଦ ଘୋଷ ବୟସ 47 ଅସୁସ୍ଥତା ଅନୁଭବ କରିଥିଲେ ସଂଗେ ସଙ୍ଗେ ହୋଟେଲ ମେନେଜର ଓ ତାଙ୍କ ଶଳା ଗୋପାଳପୁର ମେଡିକାଲ ନେଇଥିଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ସେ ହୂର୍ଦୁଘତ ଜନିତ ସକାଳ 10ଘଣ୍ଟା ସମୟରେ ମୃତ୍ୟୁ ଘଟିଛି ସେ 27ତାରିଖ ଦିନ ଗୋପାଳପୁର ଏକ ହୋଟେଲରେ ତାଙ୍କ ଶଳା ସହ ରହିଥିଲେ 28ତାରିଖରେ ସେମାନଙ୍କ ପରିବାର କଲିକତା ଆସି ବାର ଥିଲା ସମସ୍ତେ ମିସି ଦାରିଙ୍ଗବାଡି ବୁଲିଯିବା ପାଇଁ ସ୍ଥିର ହୋଇ ଥିଲା କିନ୍ତୁ ତା ପୂର୍ବରୁ ଘୋଷ ଙ୍କ ମୃତ୍ୟୁ ଘଟି ଥିଲା ଗୋପାଳପୁର ପୋଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲ ନେଇଛନ୍ତି ସୂଚନା ମିଳିଛି


