
ଭୁବନେଶ୍ୱର,(ଆଇ ପି ଆର): ମୋ ସ୍କୁଲ ଅଭିଯାନରେ ନୂତନ ଭାବେ ୪୬୬୪ ବିଦ୍ୟାଳୟ ଯୋଡି ହୋଇଛି। ଅଭିଯାନର ୨୧ତମ କାର୍ଯ୍ୟକାରୀ ପରିଷଦ ବୈଠକ @SMEOdisha ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୩୨.୫୪ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏକ ମାସରେ ପ୍ରାୟ ୭୪ ହଜାର ପୁରାତନ ବିଦ୍ୟାର୍ଥୀ ୧୦.୮୫ କୋଟି ଟଙ୍କା ଦାନ କରିଛନ୍ତି।


