
ଖୋର୍ଦ୍ଧା ଜିଲ୍ଲା,[ସଞ୍ଜୀବ କୁମାର]: ଜଟଣୀ ଅରଗୁଳ ସ୍ଥିତ ଭୁବନେଶ୍ବର ଆଇଆଇଟି ପରିସରରେ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆର. ଭି. ରାଜକୁମାର ଜାତୀୟ ପତାକା ଉତୋଳନ କରିଥିଲେ। ଆତ୍ମନିର୍ଭର ଭାରତ ଉପରେ ସେ ଗୁରୁତ୍ବାରୋପ କରିଥିଲେ।
ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପ୍ରଫେସର ସୁଜିତ କୁମାର ରାୟ ଡ଼. ଭି. ଆର ପେଡ଼ିରେଡ଼ି, ଡ଼.ପି.ଆର. ସାହୁ, ଆଇଆଇଟିର କୂଳସଚୀବ ଡ଼ ସୁବୋଧ କୁମାର, ଯୁଗ୍ଧ କୂଳସଚୀବ ଦେବରାଜ ରଥ,ଡ଼ି.ଶଙ୍କର୍ଷଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।




