Sunday, November 15, 2026
Home ଜିଲ୍ଲା ଚନ୍ଦ୍ରପୁରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଚନ୍ଦ୍ରପୁରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

27

ଚନ୍ଦ୍ରପୁର,[କୈଳାଶ ମାଳବିଶୋଇ]: ଚନ୍ଦ୍ରପୁର ବ୍ଲକ୍ ପରିସର ରେ ଆଜି ସରକରୀ ଏବଂ ବେସରକରୀ କର୍ମଚାରୀଙ୍କ ଉପସ୍ଥିତି ରେ ଶ୍ରୀମତୀ ସଞ୍ଜିତା ପ୍ରତିଙ୍ଗା ଙ୍କ କରକମଳ ରେ ଜାତୀୟ ପତାକା ଉତଲଲନ କରାଯାଇଛି ଉକ୍ତ ସାଧାରଣ ତନ୍ତ୍ର ଦିବସ ରେ BDO ଜର୍ଜ ଦୁଙ୍ଗଡଙ୍ଗ BEO ଜୀଵନ କିଶୋର ବାରୱା ଏବଂ ସାଧାରଣ ଲୋକ ମଧ୍ୟ ଉପସ୍ଥିତ ହୋଇଥିଲେ।

ଚନ୍ଦ୍ରପୁର ବ୍ଲକ୍ ର ୮ ଗୋଟି ପଞ୍ଚାୟତ ର ସମସ୍ତ ଶିକ୍ଷା ଅନୁଷ୍ଠାନ ରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଅଛି ଚନ୍ଦ୍ରପୁର ଥାନା ଓ ତସିଲ କାଯ୍ୟାଳୟ ର ଶ୍ରୀ ଲକ୍ଷ୍ମକାନ୍ତ ସବାତ ଙ୍କ ଉପସ୍ଥିତ ରେ ତସିଲ ଅଫିସ ପରିସର ସାଧରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି ଏବଂ CRFP D/8 ବାଟାଲିୟନ CRPF / ଥାନା ଡ଼ଙ୍ଗାସୋରଡ଼ା , ହନୁମନ୍ତ ପୁର ରେ ମଧ୍ୟ ସାଧରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି।