
ଚନ୍ଦ୍ରପୁର,୨୬/୧/୨୧[କୈଳାସ ମଳବିଶୋଇ]:ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଶିବ ମନ୍ଦିର ଠାରେ ଓଡିଶା ପୁଷ୍ଟି ମହୋତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷା ସଂଜିତା ପ୍ରଟିଙ୍ଗା, ଗୋଷ୍ଟୀ ଉନ୍ନଉନ୍ମ ୟନ୍ ଅଧିକାରୀ ଜଜ୍ର ଢୁଙ୍ଗ ଦୃଙ୍ଗ, ସମ୍ଣନିତ ଶିଶୁବିକାସ ସିଡ଼ିପିଓ ଲଳିତା ପୂଜାରୀ ଯୋଗ ଦେଇ ଦୀପ ପ୍ରଜଳନ କରି ଥିଲେ। ଦୀପ ପ୍ରଜ୍ୱଳନ ପରେ ଉପସ୍ଥିତ ସ୍ୱେଙ୍ଗ ସହାୟକ ମହାଗୋଷ୍ଟି ମହିଳା ମାନଙ୍କୁ ଶ୍ରୀମତୀ ପ୍ରତିଙ୍ଗା ପୃଷ୍ଟି କର ଖାଦ୍ୟ ବିଷୟ ରେ ବୁଝାଇ ଦେଇଥିଲେ।
ଗୋଷ୍ଟି ଉନ୍ନୟନ ଅଧିକାରୀ କହିଛନ୍ତି ସମସ୍ତ ଙ୍କ ପାଇଁ ବିହନ, ଯଥା, ଶାଗ, ମୂଳା, କଖାରୁ,ଓ ଅନ୍ୟାନ୍ୟ ବିହନ ଯୋଗାଇ ଦିଆଯାଉଛି । ସିଡ଼ିପି ଓ ମହିଳା ମାନଙ୍କୁ ବୁଝାଇ ଦେଇଥିଲେ ଯେ ଗର୍ବବତୀ ମହିଳା ମାନେ ବିଭିନ୍ନ ପ୍ରକାରର ପନି ପରିବା , ସାଗ, କୋବି, ଅମୃତଭଣ୍ଡା, ମାଛ, ଅଣ୍ଡା ଓ ଅନ୍ୟାନ୍ୟ ପରିବା ଖାଇବା ଶହ ବିଶ୍ରାମ ନେବା ସମୟରେ ମଶାରୀ ବ୍ୟବହାର କରିବା ଦ୍ଵାରା ଗର୍ବସ୍ତ ଶିଶୁ ସୁସ୍ଥ ରହିବ ବୋଲି ବୁଝେଇ ଥିଲେ ।
ସମ୍ମାନୀୟ ଅତିଥି ଭାବେ ଦାଙ୍ଗସୋରଡା ସୁପର ଭାଇ ଜର ସୁଜାତା ମିଶ୍ର କଡିନ ଟର ସୁକୃଦାସ ଚନ୍ଦ୍ରପୁର ମଞ୍ଚ ର ଏମ୍ବିକେ, ସିଆରପି, ପ୍ରାଣୀମିତ୍ର, କୃଷୀମିତ୍ର କଡିନଟର ଶ୍ରବଣ ସିଂ ଯୋଗଦେଇ ଥିଲେ। ସଭା ଶେଷରେ ସୁକୃଦାସ୍ ଉପସ୍ତି ତ ସମସ୍ତ ଙ୍କ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।








