Monday, October 12, 2026
Home ଜିଲ୍ଲା କନ୍ଧମାଳ ଆଦି ଲକ୍ଷ୍ମୀ SHG ବାଲିଗୁଡା ଦ୍ୱାରା ଜକିକିଆ ସିଶୁସଦନ ଠାରେ କୁଇଜ୍, ବକୃତା ଓ ସଂଗୀତ...

ଆଦି ଲକ୍ଷ୍ମୀ SHG ବାଲିଗୁଡା ଦ୍ୱାରା ଜକିକିଆ ସିଶୁସଦନ ଠାରେ କୁଇଜ୍, ବକୃତା ଓ ସଂଗୀତ ପ୍ରତିଯୋଗିତା

54

ବାଲିଗୁଡା,[ସୁକାନ୍ତ କୁମାର ତ୍ରିପାଠୀ]; ଆଦି ଲକ୍ଷ୍ମୀ SHG, ବାଲିଗୁଡା ଦ୍ୱାରା ଜକିକିଆ ସିଶୁସଦନ ଠାରେ ଗତକାଲି କୁଇଜ୍, ବକୃତା ଓ ସଂଗୀତ ପ୍ରତିଯୋଗିତା ହୋଇଥିଲା | ଏଥିରେ ସଭାପତି ମନସ୍ମିତା ପଣ୍ଡା, ସମ୍ପାଦିକା ସନ୍ତୋଷିନୀ ମହାରଣା,ସଦସ୍ୟ ରେଣୁବାଳା ହୋତା, ଜିନାମଣି ଜେନା, ମମତା ବିଶିମାଝି ଓ ମୁଖ୍ୟ ଅତିଥି ଭାବେ ରବୀନ୍ଦ୍ର କୁମାର ପଣ୍ଡା, ଭଗବାନ ଜେନା ଯୋଗଦେଇଥିଲେ ।

ପିଲାମାନଙ୍କ ମଧ୍ୟରେ କୁଇଜ୍, ବକୃତା ଓ ସଂଗୀତ ପ୍ରତିଯୋଗିତା ହୋଇଥିଲା | ସ୍ୱଚ୍ଛ ସ୍ବାସ୍ଥ୍ୟ ଉପରେ ଆଲୋଚନା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଓ ଶେଷରେ ପିଲାମାନଙ୍କ ପାଇଁ ଜଳଯୋଗ ର ବ୍ୟବସ୍ଥା କରାଯାଇଥିଲା | ପରିଶେଷରେ ସଦସ୍ୟ ତଥା ଅତିଥିଙ୍କ ଦ୍ଵାରା ଚାରା ରୋପଣ କରାଯାଇଥିଲା ।