Wednesday, October 14, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡା ଉପଖଣ୍ଡ ବିଚାରାଳୟରେ ସ୍ୱଚ୍ଛ ଭାରତ ଅଭିଯାନ

ବାଲିଗୁଡା ଉପଖଣ୍ଡ ବିଚାରାଳୟରେ ସ୍ୱଚ୍ଛ ଭାରତ ଅଭିଯାନ

33

ବାଲିଗୁଡା,[ସୁକାନ୍ତ କୁମାର ତ୍ରିପାଠୀ]: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ବିଚାରାଳୟ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲା କୋର୍ଟର ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ, ସବଜଜ କୋର୍ଟର ବିଚାରପତି ଡ଼. ସଂଘମିତ୍ରା ଦାସ,ଏସଡିଜେଏମ କୋର୍ଟ ର ବିଚାରପତି ଚିନ୍ମୟୀ ଜେନା, ଜେଏମଏଫଏସି କୋର୍ଟର ବିଚାରପତି ଶୀତଳ ବର୍ଷା ଙ୍କ ସମେତ କୋର୍ଟର ସମସ୍ତ ଓକିଲ ମାନେ ଉପସ୍ଥିତ ରହି ଥିଲେ ଓ ସ୍ୱଚ୍ଛ ଭାରତ ଅଭିଯାନ ରେ ସାମିଲ ହୋଇଥିଲେ |