Saturday, October 10, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ

22

ବାଲିଗୁଡା,[ସୁକାନ୍ତ କୁମାର ତ୍ରିପାଠୀ]: କନ୍ଧମାଳ ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟ ବାଲିଗୁଡା ଠାରେ 72 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ସକାଳ 7.15 ସମୟରେ ଡ଼କ୍ଟର ବିଜୟ କୁମାର ସୁର ଜାତୀୟ ପତକା ଉତ୍ତଳନ କରିବା ସହ ସାଧାରଣତନ୍ତ୍ର ଦିବସ ଉପରେ କିଛି ବକ୍ତବ୍ୟ ଦେଇଥିଲେ ଏଥିରେ ଅନ୍ୟମାନେ କରତାଳି ଦେଇଥିଲେ | ଏଥିରେ ଡାକ୍ତର, ବୋରେଟୋରୀ ଟେଚିନିସିଆନ, ଷ୍ଟାଫ ନର୍ସ ଓ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ |