Wednesday, October 14, 2026
Home ଜିଲ୍ଲା ଖୋର୍ଦ୍ଧା ଜନକଲ୍ୟାଣ ସଂଘ ତରଫରୁ ଏକସମ୍ବର୍ଧନା କାର୍ଯ୍ୟକ୍ରମ

ଜନକଲ୍ୟାଣ ସଂଘ ତରଫରୁ ଏକସମ୍ବର୍ଧନା କାର୍ଯ୍ୟକ୍ରମ

288

ଖୋର୍ଦ୍ଧା,[ସଞ୍ଜୀବ କୁମାର]: ଜଟଣୀ ଜନକଲ୍ୟାଣ ସଂଘ ତରଫରୁ ସଂଘର ପରାମର୍ଶ ଦାତାଯୋଗେଶ ନାୟକଙ୍କ ପୌରହିତ୍ୟରେ ଏକସମ୍ବର୍ଧନା କାର୍ଯ୍ୟକ୍ରମ ଆୟୋଜନ କାଯାଇଥିଲା,ଉକ୍ତକାର୍ଯ୍ୟକ୍ରମରେ ଶ୍ରୀନାୟକ ସର୍ବସାଧାରଣ ର ସାମ୍ବାଦିକ ରଙ୍ଗନାଥ ବେହେରାଙ୍କୁ ଆଇନ୍ପରାମର୍ଶଦାତା ଶିବପ୍ରସାଦରଥ ଜିଲ୍ଲାଖବର ସାମ୍ବାଦିକ ସଞ୍ଜିବ କୁମାର ଙ୍କୁ ଓ

ଶ୍ରୀଯୁକ୍ତ ନୀଲୁ ପଟନାୟକ କିନ୍ନର ସଂଘ ସଭାପତି ଶ୍ରଧା କିନରଙ୍କୁ ସମ୍ବର୍ଧିତ କରିବାସହ ସଭାପତି ଏମ୍ଡିକରିମ୍ ସଭାପତିତ୍ୱ କରିଥିଲେ ,ସଂଘରପ୍ରତିଷ୍ଟାତା ତଥାସଂପାଦକ କାର୍ଯ୍ୟକ୍ରମକୁ ସୁଚାର ରୁପେପରିଚାଳନା କରିଥିଲେ, ଉକ୍ତକାର୍ଯ୍ୟରେ ସଂଯୋଜକ ଏମ୍ଡିସାଜନ,ସାହାସାଦିକ୍ ଅଲ୍ଲି,ବାବୁଲା,ପ୍ରକାଶ ନାୟକ,ଲଗ୍ନଜିତ୍ ଛୋଟରାୟ ଓ ଅନ୍ୟସଭ୍ୟମାନେ ସହୋଯୋଗ କରିଥିଲେ|