Monday, November 16, 2026
Home ଆଞ୍ଚଳିକ ଭଞ୍ଜନଗର ସଲକୁଣ୍ଡା ଜଳ ଭଣ୍ଡାର ଖରାଦିନ ନଆସୁଣୁ ପାଣି ସୁଖୀ ଗିଲାଣି

ଭଞ୍ଜନଗର ସଲକୁଣ୍ଡା ଜଳ ଭଣ୍ଡାର ଖରାଦିନ ନଆସୁଣୁ ପାଣି ସୁଖୀ ଗିଲାଣି

21

ଭଞ୍ଜନଗର,{ବବି ରଥ}: ଶୁଖିଲା ଭଣ୍ଡାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗଞ୍ଜାମ ଜ଼ିଲ୍ଲାର ସଲକୁଣ୍ଡା ଜଳ ଭଣ୍ଡାର (ଘାଇ )ଖରାଦିନ ନଆସୁଣୁ ପାଣି ସୁଖୀ ଵାରେ ଲାଗିଲାଣି. ଏହି ଜଳ ଭଣ୍ଡାରରୁ ଜଳ ଭଞ୍ଜନଗର ସହର ସମେତ ସମସ୍ତ ପାଖାପାଖି ଅଞ୍ଚଳ କୁ ଜଳ ସେଚନ ବିଭାଗ ତରଫରୁ ସମୟ ନିଘଣ୍ଟ କରି ଦିଆଯାଇ ଥାଏ.

କିନ୍ତୁ ଏତେ ବଡ ଏରିଆ କୁ ପିଇବା ପାଣି ଯୋଗାଉ ଥିବା ଜଳଭଣ୍ଡାର ର ଅବସ୍ଥା ଯଦି ଖରାଦିନ ନ ଆସୁଣୁ ଏଅବସ୍ଥା ତେବେ ଆଗକୁ ପିଇବା ପାଣି ପାଇଁ ଲୋକେ କେଉଁ ପରିସ୍ଥିତି ଦେଇ ଗତି କରିବେ ତାହା ଏବେ ବଡ଼ ଚିନ୍ତା ର ବିଷୟ ହୋଇଛି. ତାହାରତୁରନ୍ତ ସ୍ଥାୟୀ ବିକଳ୍ପ ଯଦି ଅବା ପ୍ରଶାସନ ନକରେ ତେବେ ସମସ୍ତେ ଅସୁବିଧା ସମ୍ମୁଖୀନ ହେବା :