Thursday, November 12, 2026
Home ମୁଖ୍ୟ ଖବର ତେମ୍ବାଗୁଡା ପଚାୟତ ର ମିଲିକା ଗ୍ରାମଠାରେ ସିପିଆଇ ଏମଏଲ ଲିବରେସନ ତରଫରୁ ଏକ ବୈଠକ...

ତେମ୍ବାଗୁଡା ପଚାୟତ ର ମିଲିକା ଗ୍ରାମଠାରେ ସିପିଆଇ ଏମଏଲ ଲିବରେସନ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା

38

ବିଷମକଟକ,(ପ୍ରସନ କୁମାର ପଣ୍ଡା) : ସିପିଆଇ (ଏମଏଲ) ଲିବରେସନ ତରଫରୁ ଆଜି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ତେମ୍ବାଗୁଡା ପଞ୍ଚାୟତ ର

ମିଲିକା ପାଗାଂ ଗ୍ରାମ ଠାରେ ଏକ କର୍ମୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେC P I (ml) Liberation କେନ୍ଦ୍ର କମିଟି ସଭ୍ୟ ତ୍ରିପତି ଗମାଗଂ ଓ ରାଜ୍ୟ କମିଟି ସଭ୍ୟ ବୃନ୍ଦାବନ ବିଡିକା ଅଖିଲ ଭାରତ କୃଷକ ମହାସଭା AIKM ଜିଲ୍ଲା

ସଭାପତି ସମ୍ଭରା ଶବର ଆଦିବାସୀ ନେତା ସୋମନାଥ ମାଝୀ – ହିଟରିଗାଂ ମାଝି – ନବୀନ ମାଝୀ କୈଳାସ ଶବର – ପିତାମ୍ବର ଶବର ଅଖିଲ ଭାରତ ଗ୍ରାମିଣ ଯେତ ମଜଦୁର ସଭା AIARLA କେନ୍ଦ୍ର କମିଟି ସଭ୍ୟ ଦାମଦୋର ଶବର-

ଭାଗିରଥି ମଝି ଅନାନ୍ୟ ଜନ ସାଧାରଣ ଲୋକଙ୍କ ଉପସ୍ଥିତିରେ ସଭା ଅନୁଷ୍ଠିତ ହୋଇଥିଲା। 3 ଟି କୃଷି ଅଧ୍ୟାଦେଶ ବିଲ ବାତିଲ କରିବା ଦାବି ନେଇ ଗାଁ ଗାଁ ରେ ପ୍ରଚାର କରିବା ଏବଂ ପଦ୍ମପୁର ବ୍ଲକ – ଖ – ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।