Monday, October 12, 2026
Home ଜିଲ୍ଲା ସ୍ଵାଧୀନତା ସଂଗ୍ରାମ ପାଇକ ବିଦ୍ରୋହର କର୍ଣ୍ଣଧାର ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ତିରୋଧାନ ଦିବସରେ...

ସ୍ଵାଧୀନତା ସଂଗ୍ରାମ ପାଇକ ବିଦ୍ରୋହର କର୍ଣ୍ଣଧାର ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ତିରୋଧାନ ଦିବସରେ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

9
ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର

ଭଦ୍ରକ,(ଏସଏମପି): ସ୍ଵାଧୀନତା ସଂଗ୍ରାମ ପାଇକ ବିଦ୍ରୋହର କର୍ଣ୍ଣଧାର ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ତିରୋଧାନ ଦିବସରେ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଏହି ମହାନ ସଂଗ୍ରାମୀ ଓଡିଶା ମାଟିର ଗର୍ବ ଏବଂ ଗୌରବ ତାଙ୍କ ସଂଗ୍ରାମ ଓ ବୀରତ୍ଵ ଆମକୁ ସର୍ବଦା ଅନୁପ୍ରାଣିତ କରିବ ।