
ରାୟଗଡା ଜିଲ୍ଲା/ବିଷମ କଟକ(ପ୍ରସନ କୁମାର ପଣ୍ଡା): ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଦିବସ କୁ ମହାଆଡମ୍ବରେ ପାଳନ କାରାଯାଇଛି । ରାୟଗଡା ଜିଲ୍ଲା ବିଷମ କଟକ ସହରର ସ୍ଥାନୀୟ ନେତାଜୀ କ୍ଳବର 32 ତମ ପ୍ରତିଷ୍ଠା ଦିବସ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ 152 ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି ।
ଏହି ଅବସରରେ ମୁଖ୍ୟ ଅଥିତି ଭାବେ ସ୍ଥାନୀୟ ବିଧାୟକ ତଥା ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ। ପ୍ରଥମେ ସ୍ଥାନୀୟ ଖ୍ରୀଷ୍ଟଆନ ମେଡିକାଲ ଛକ ନିକଟରେ ନୂତନ ସ୍ଥାପିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି କୁ ଅନା ବରଣ କରିବା ପରେ ନେତାଜୀ ଫିଟନେସ କ୍ଲବର ଉଦଘାଟନ କରିବା ପରେ
ନେତାଜୀ କ୍ଲବ ପକ୍ଷରୁ ଆୟାଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ ଏହି ଅବସରରେ ପ୍ଲାଜମା ଦାନ କରିଥିବା ଓ ଅବସର ପ୍ରାପ୍ତ ସେନା ଅଧିକରି ଙ୍କୁ ସନ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟ କ୍ରମ ଟିକୁ ବିଷମକଟକ ନେତାଜୀ କଳବ ସଭାପତି ଶ୍ରୀ ପୃଥିବୀ ରାଜ ସାହୁ , ବ୍ଲକ୍ ବିଜେଡି ସଭାପତି ଦେବୀ ପଟ୍ଟନାୟକ, ତିରୁପତି ପ୍ରମୁଖ ପରିଚାଳନା କରିଥିଲେ।




