Monday, October 12, 2026
Home ଆଞ୍ଚଳିକ ମା ବରାଳଦେବୀ ମନ୍ଦିର ପ୍ରାଙ୍ଗଣରେ ନବରାତ୍ରି ପୂଜା ଶୁଭାରମ୍ଭ

ମା ବରାଳଦେବୀ ମନ୍ଦିର ପ୍ରାଙ୍ଗଣରେ ନବରାତ୍ରି ପୂଜା ଶୁଭାରମ୍ଭ

74
Image:-Google

ବାଲିଗୁଡା ୩୦/୯ (ସୁରେଶ କୁମାର ପଣ୍ଡା) : ମା ବରାଳ ଦେବି ମନ୍ଦିର ପ୍ରାଙ୍ଗଣରେ ମା ଦୁର୍ଗାଙ୍କ ନବରାତ୍ରି ପୂଜାର ଶୁଭାରମ୍ଭ, ଏହି ଅବସରରେ ସବୁ ମନ୍ଦିର ଓ ଶକ୍ତି ପୀଠ ଗୁଡିକରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ପାରମ୍ପାରିକ ରିତି ନିତି ଅନୁସାରେ ପ୍ରଥମ ଦିନରେ କଳସ ଯାତ୍ରା ଆରମ୍ଭ କରାଯାଇଥିଲା I ଏହି କଳସ ଯାତ୍ରାରେ ବାଲିଗୁଡାର ବହୁ ସଂଖ୍ୟାରେ ମହିଳାମାନେ ଯୋଗଦେଇଥିଲେ I

ମା ବରାଳଦେବୀ ମନ୍ଦିର ପ୍ରାଙ୍ଗଣରେ ନବରାତ୍ରି ପୂଜା ଶୁଭାରମ୍ଭ

ମା’ ଦୁର୍ଗାଙ୍କର ବିଭିନ୍ନ ରୂପକୁ ପୂଜା କରିବା ପରେ ଦଶମ ଦିନ ବିଜୟାଦଶମୀ ପାଳିତ ହୁଏ । ମା’ଙ୍କ ପୂଜାର୍ଚ୍ଚନା କରିବା ସମୟରେ କିଛି ବିଶେଷ ନିୟମ ପାଳନ କରିବା ଉଚିତ୍। ଏପରି କରିବା ଦ୍ବାରା ମା’ଙ୍କ ଆଶୀର୍ବାଦ ଲାଭ ହୋଇଥାଏ ।