
ଚନ୍ଦ୍ରପୁର,(କୈଳାଶ ମାଲବିଶୋଇ): ଚନ୍ଦ୍ରପୁରବ୍ଲକ ଏକ ଅପହଞ୍ଚ ଇଲାକା ହୋଇଥିଲେ ମଧ୍ୟ ଚତୁର୍ଥ ଦିନରେ ଆଜି ଚନ୍ଦ୍ରପୁର ବ୍ଲକ ର ଘଷ୍ଠୀ ସ୍ୱସ୍ଥ୍ୟକେଦ୍ରରେ ଦୀତୀୟ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ କୋଭିଡ଼ି କଟକଣା ସହିତ ଟୀକା ପ୍ରଦାନ କରାଯାଇଛି।
ଆଜି ସକାଳ ୧୦ ଘଣ୍ଟିକା ସମୟରେ ଚଦ୍ରପୁର ଗ ଷ୍ଠୀସ୍ୱ।ସ୍ୟ କେଦ୍ର,ଡଃ ସାଙ୍କୁ ଚରଣ ପୂର୍ତ୍ତି, ଡଃ ପ୍ରତ୍ୟୁଷ କୁମାର ମିଶ୍ର ,ଡଃ ଦୀପକ କର ,PHO ଜଗନ୍ନାଥ ନାୟକ ,ବିପିଏମ ଭି ସନ୍ତୋଷ କୁମାର ,ବି ଏ ଏମ ଜାଲମୁର ଗୋବିନ୍ଦ,କଳ୍ପନା କୁମାରୀ ବେହେରା ଚଦ୍ରପୁର ଥାନା ସବନ ଷ୍ପେକ୍କର ଶ୍ରୀ ଧ।ରୁଅ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ମକୁ ଶୁଭାରମ୍ଭ କରିଥିଲେ।ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ସାଙ୍କୁ ଚରଣ ପୃତି,ଡଃ ପ୍ରତ୍ୟୁଷ କୁମାର ମିଶ୍ର ଙ୍କ ଦ୍ୱାର। ସମ୍ପୂର୍ଣ ବ୍ୟବସ୍ଥା ମଧ୍ୟରେ ପ୍ରଥମେ ଟୀକା ନେଇଥିଲେ ।
ଭ୍ୟାକସିନ ସିସି ଖୋଳାଯିବାର ଚାରିଘଣ୍ଟା ମଧ୍ୟରେ ତାକୁ ବ୍ୟବହାର କରିବାର ବ୍ୟବସ୍ଥା ରହିଥିବାରୁ ପ୍ରଥମେ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଏହି ମହୋସ୍ୱଧି ଟୀକା ନେଇଥିଲେ । ଆଜି ୬୪ଜଣଙ୍କ ପାଇଁ ଟୀକା କରଣ ବ୍ୟବସ୍ଥା କରାଯାଇଥିବା ବେଳେ ଚନ୍ଦ୍ରପୁର ବ୍ଲକ ରେ ସମୁଦାୟ 293 ଜଣଙ୍କ ପାଇଁ ମହୋସ୍ୱଧି କୋଭିତ 20ତାରୀକ ଦିନ ୬୪ ଟୀକାକରଣର ବ୍ୟବସ୍ଥା କରାଯାଇଛି ବୋଲି ଡଃ ସାଙ୍କୁ ପୂର୍ତ୍ତି ପ୍ରକାଶ କରିଛନ୍ତି ।




