
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଗାୟତ୍ରୀ ମନ୍ଦିର ଓ ମହାକାଳେଶ୍ୱର ମନ୍ଦୀର ର ବାର୍ଷିକ ଉଚ୍ଛବ ଉପଲକ୍ଷେ ମହାକଳେଶ୍ୱର ମନ୍ଦିର ଠାରେ ରୁଦ୍ରାଭିଷେକ ଉଛବ ଆଜି ପାଳିତ ହୋଇଯାଇଛି |
କୋଭିଡ ନିୟମ କୁ ମାନି ଦୂରତ୍ୱ ବଜାୟ ରଖୀ ରୁଦ୍ରାଭିଷେକ ଉଛବ ଓ ଯଜ୍ଞ କାର୍ଯ୍ୟକ୍ରମ ନିଡାମ୍ବର ସହ ପାଳିତ ହୋଇଯାଇଛି | ଏଥିରେ ବହୁ ସଂଖ୍ୟାରେ ସଭ୍ୟ, ସଭ୍ୟା ଓ ଭକ୍ତବୃନ୍ଦ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ |




