Sunday, November 15, 2026
Home ଜିଲ୍ଲା ରାୟଗଡା: ୩୨ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

ରାୟଗଡା: ୩୨ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

30

ବିଷମକଟକ,(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ରାୟଗଡ଼ା ପକ୍ଷରୁ ଆଜି ରାୟଗଡ଼ା ଠାରେ ୩୨ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଏନ୍ଭାସ୍କରରାଓ, ମନ୍ତ୍ରୀ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାର ଶ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ମକରାନନ୍ଦ ମୁଦୁଲି, କୋରାପୁଟ ଲୋକ ସଭା ସାଂସଦ ଶ୍ରୀଶପଥ ଗିରି ଉଲ୍କା,ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ରହି ସଚେତନତା ର ବାର୍ତ୍ତା ଦେଇଛନ୍ତି।